Home
Shishtachara
Barnes and Noble
Loading Inventory...
Shishtachara in Bloomington, MN
Current price: $16.00

Shishtachara in Bloomington, MN
Current price: $16.00
Loading Inventory...
Size: OS
ଶିଷ୍ଟାଚାର ବା ଆଚରଣ ବିଦ୍ଧି ଭାରତୀୟ ସଂସ୍କୃତିର ମେରୁଦଣ୍ଡ । ସମାଜରେ ବିଭିନ୍ନ ପାରମ୍ପରିକ କାର୍ଯ୍ୟକଳାପରେ କେମିତି ଆଚରଣ କରାଯିବ, ସେ ସମ୍ୱନ୍ଧରେ କିଛିଟା ସାମାଜିକ ନିୟମ ରହିଛି । ସେସବୁ ନିୟମ ଏକ ସୁସ୍ଥ ସମାଜକୁ ପରିକଳ୍ପନା କରି ନିର୍ଦ୍ଧାରଣ କରାଯାଇଛି । ଯଦିଓ, କେତେଗୁଡ଼ଦ୍ଦ଼ିଏ ଆଚରଣ ବିଧି ପୁରୁଷକୈନ୍ଦ୍ରିକ ଓ ପୁରୁଷକୁ ନାରୀ ତୁଳନାରେ ଅଧିକ ସ୍ୱାଧୀନତା ଦେଇ ସ୍ଥିରୀକୃତ, ତେବେ ବର୍ତ୍ତମାନର ସମାଜରେ ସେସବୁ ତାରତମ୍ୟ କିଛି ପରିମାଣରେ ଦୂରୀଭୂତ ହୋଇଛି ।
ଆମ ଓଡ଼଼ିଆ ପରିବାରରେ କେଉଁ ସ୍ଥାନରେ କିଭଳି ଆଚରଣ କରିବା ଉଚିତ, ସେସବୁ ଲିଖିତ ନହେଲେ ବି ଦେଖିଶୁଣି ସମସ୍ତେ ଶିଖିଯାଆନ୍ତି ।
ଆମେରିକା ଭଳି ପାଶ୍ଚାତ୍ୟ ସମାଜରେ ଭାରତୀୟ ଶିଷ୍ଟାଚାର ଏକାଭଳି ପାଳିତ ନହେଲେ ମଧ୍ୟ, କେତେକ ଶିଷ୍ଟାଚାରର ଚଳଣି ଅଛି । ବିଶିଷ୍ଟ ସମୟର ବେଶ, ପୋଷାକ, ଆତିଥେୟତା, କଥାବାର୍ତ୍ତା, ବ୍ୟବସାୟିକ ବେଶଭୂଷା, ଭୋଜନ ଶୈଳୀ, ସ୍ୱାଗତ, ବିଦାୟ ଇତ୍ୟାଦି ସମୟର ଔପଚାରିକତା ସମସ୍ତେ ପାଳନ କରିଥାନ୍ତି । ଏସବୁ ପାଳନ ନକଲେ, ସେମାନଙ୍କୁ ମଧ୍ୟ ତାଙ୍କ ସମାଜରେ ନିନ୍ଦା କରାଯାଏ ।

![Wellspring [Barnes & Noble Exclusive]](https://prodimage.images-bn.com/pimages/0884501047746_p0_v1_s600x595.jpg)
![GOLDEN [SUBSTANCE] [Barnes & Noble Exclusive]](https://prodimage.images-bn.com/pimages/0196922572838_p0_v1_s600x595.jpg)
![Shadowland [Barnes & Noble Exclusive]](https://prodimage.images-bn.com/pimages/0093624920434_p0_v2_s600x595.jpg)
![C'mon [Barnes & Noble Exclusive]](https://prodimage.images-bn.com/pimages/0751937362326_p0_v1_s600x595.jpg)
![Zaz [Barnes & Noble Exclusive]](https://prodimage.images-bn.com/pimages/0886977447327_p0_v1_s600x595.jpg)

![Wonderland [Barnes & Noble Exclusive]](https://prodimage.images-bn.com/pimages/0602557155105_p0_v4_s600x595.jpg)
![Parallel [Barnes & Noble Exclusive]](https://prodimage.images-bn.com/pimages/4050538947892_p0_v1_s600x595.jpg)
![Now Playing [Barnes & Noble Exclusive]](https://prodimage.images-bn.com/pimages/0081227818357_p0_v2_s600x595.jpg)

![Juno Concerto [Barnes & Noble Exclusive]](https://prodimage.images-bn.com/pimages/0888072024076_p0_v2_s600x595.jpg)