Home
Gopapura O Anyanya Kabita

Gopapura O Anyanya Kabita in Bloomington, MN
Current price: $14.00
Loading Inventory...
Size: OS
'ଗୋପପୁର' ଏକ ଚେତନା। ମାୟା ଓ ମାୟୋତ୍ତର, ଦେହ ଓ ଦେହୋତ୍ତର ଚେତନାର ଚିନ୍ମୟ ଚିତ୍ରଶାଳା ହେଉଛି ଗୋପପୁର। ପ୍ରାଚ୍ୟ ଦର୍ଶନରେ ଏହି ଗୋପପୁରକୁ ବିବିଧ ସ୍ତରରେ ଶରୀର ଓ ଶାରୀରିକ ସତ୍ତାସହ ସଂଯୁକ୍ତ କରି ଦେଖାଯାଇଆସିଛି। ଅଳୀକ ଶରୀର ବା ପାର୍ଥିବ, ନଶ୍ୱର ଶରୀର କଥା ଗୋପପୁର ରୂପକ ମାଧ୍ୟମରେ ଅନେକତ୍ର କୁହାଯାଇଥିଲା ବେଳେ ଅନ୍ୟତ୍ର ଏକ ଆତ୍ମିକ ଓ ଆଧ୍ୟାତ୍ମିକ ଉତ୍ତରଣ ବା ଦେହୋତ୍ତର ଉତ୍ତରଣ ଓ ଆତ୍ମ ଅନ୍ୱେଷଣ ଓ ଆତ୍ମୋପଲବ୍ôଧର ମାଧ୍ୟମ ଭାବରେ ଗ୍ରହଣ କରାଯାଇଛି। ତେବେ ସର୍ବୋପରି ଏହି 'ଗୋପପୁର'ର ସଂପର୍କ ମନ, ମସ୍ତିଷ୍କ, ଇନ୍ଦ୍ରିୟ, ଅତୀନ୍ଦ୍ରିୟ ଦେଇ ଚରମ-ପରମ ସତ୍ୟ ଆଡ଼କୁ ନେଇଯାଉଥିବା ଏକ ପ୍ରବାହୀ ଚେତନା ସହ ରହିଛି ବୋଲି କୁହାଯାଇପାରେ।